इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  1. ୧. ଆମେ କିପରି ଯିହୋବାଙ୍କ ଆଗ୍ରହର ସହ ଅପେକ୍ଷା କରୁ ? (ଗୀତ. ୧୩୦:୫, ୬)

  2. ୨. ଆମେ କଠିନ ସମୟରେ ମଧ୍ୟ କିପରି ଯିହୋବାଙ୍କ ଆଗ୍ରହର ସହ ଅପେକ୍ଷା କରିପାରିବା ? (ହବ. ୨:୩, ୪; ୨ ତୀମ. ୪:୨; ଲୂକ ୨:୩୬-୩୮)

  3. ୩. ଆମେ ଯିହୋବାଙ୍କ ଅପେକ୍ଷା କରିବା ସହ ନିଜ ସମୟର ସଠିକ୍‌ ବ୍ୟବହାର କିପରି କରିପାରିବା ? (୨ ପିତ. ୩:୧୧-୧୩)

  4. ୪. ଆମେ କଠିନ ସମୟରେ ମଧ୍ୟ ଯିହୋବାଙ୍କ ଉପରେ କାହିଁକି ଭରସା କରିପାରିବା ଓ ତାଙ୍କ ଅପେକ୍ଷା କରିପାରିବା ? (ଗୀତ. ୬୨:୧, ୨, ୮, ୧୦; ୬୮:୬; ୧୩୦:୨-୪)

  5. ୫. ‘ଧାର୍ମିକ ଲୋକ ପାଇଁ ଯେଉଁ ପୁରସ୍କାର ଅଛି,’ ତାହା ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ଗୀତ. ୫୮:୧୧)

© 2023 Watch Tower Bible and Tract Society of Pennsylvania

CA-copgm24-OI