ନାଟକୀୟ ବାଇବଲ ପଠନ
ନାଟକୀୟ ବାଇବଲ ପଠନର ରେକଡିଙ୍ଗ୍ ଶୁଣନ୍ତୁ, ଯେଉଁଥିରେ କଳ୍ପନା କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଆବାଜ୍ ଓ ପ୍ରାଚୀନ ସମୟର ସଂଗୀତ ଦିଆଯାଇଛି ଏବଂ ପଦଗୁଡ଼ିକୁ ଭଲଭାବେ ବୁଝାଇ ଦିଆଯାଇଛି । ଏହି ଅଡିଓ ରେକଡିଙ୍ଗ୍କୁ ଡାଉନଲୋଡ୍ କରିପାରିବେ । ଏଗୁଡ଼ିକର ସାଙ୍କେତିକ ଭାଷାରେ ଭିଡିଓ ମଧ୍ୟ ଅଛି ।

