इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୪୭

ଅନନ୍ତ ଜୀବନର ପ୍ରତିଜ୍ଞା

ଅନନ୍ତ ଜୀବନର ପ୍ରତିଜ୍ଞା

(ଗୀତସଂହିତା ୩୭:୨୯)

  1. ୧. ଯିହୋବା କଲେ ପ୍ରତିଜ୍ଞା,

    ନଷ୍ଟ ହେବନି ଧରା ।

    ଅନନ୍ତକାଳ ବଞ୍ଚିବେ,

    ନମ୍ର ଲୋକମାନେ ।

    (ଘୋଷା)

    ମିଳିବ ଜୀବନ,

    ଆମକୁ ଅନନ୍ତ ।

    ଏହି ପ୍ରତିଜ୍ଞାରେ,

    ଅଛି ଭରସା ।

  2. ୨. ସୁସ୍ଥ ହେବ ଆମ ସ୍ୱାସ୍ଥ୍ୟ,

    ପାପରୁ ହେବା ମୁକ୍ତ ।

    ପାରଦୀଶ ହୋଇଯିବ,

    ଏ ପୃଥିବୀ ଶୀଘ୍ର ।

    (ଘୋଷା)

    ମିଳିବ ଜୀବନ,

    ଆମକୁ ଅନନ୍ତ ।

    ଏହି ପ୍ରତିଜ୍ଞାରେ,

    ଅଛି ଭରସା ।

  3. ୩. ଦେଖିବା ପ୍ରିୟଙ୍କୁ ପୁଣି,

    ଗଲେ ଯିଏ ଛାଡ଼ିକି ।

    ଦୁଃଖର ସବୁ କାରଣ,

    ପୋଛିବେ ଯିହୋବା ।

    (ଘୋଷା)

    ମିଳିବ ଜୀବନ,

    ଆମକୁ ଅନନ୍ତ ।

    ଏହି ପ୍ରତିଜ୍ଞାରେ,

    ଅଛି ଭରସା ।