इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କʼଣ ପୃଥିବୀର ବିନାଶ ପାଖେଇ ଆସିଛି ?

କʼଣ ପୃଥିବୀର ବିନାଶ ପାଖେଇ ଆସିଛି ?

ପୃଥିବୀର ବିନାଶ ବିଷୟରେ ଲୋକମାନେ ଅନେକ କଥା କହିଲେ, କିନ୍ତୁ ଆଜି ଯାଏ କିଛି ହୋଇ ନାହିଁ । କʼଣ ସତରେ ପୃଥବୀର ବିନାଶ ହେବ ?

ଏବିଷୟରେ ପବିତ୍ର ଶାସ୍ତ୍ରରେ କʼଣ ଲେଖାଅଛି ?

  • ପୃଥିବୀର ବିନାଶ କିପରି ହେବ ?

  • ଏହା କେବେ ହେବ ?

  • କʼଣ ଆମେ ରକ୍ଷା ପାଇପାରିବା ?

  • ପୃଥିବୀର ବିନାଶ ପରେ କʼଣ ହେବ ?

ଏହି ପତ୍ରିକାରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ପବିତ୍ର ଶାସ୍ତ୍ର ବାଇବଲରୁ ଦିଆଯାଇଛି । ଏହାର ଉତ୍ତର ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଏବଂ ଆପଣଙ୍କୁ ସାନ୍ତ୍ୱନା ମିଳିବ ।

ଈଶ୍ୱର ଭବିଷ୍ୟତରେ କʼଣ କରିବେ, ଏବିଷୟରେ ଆପଣଙ୍କୁ ଜଣାଇବାରେ ଯିହୋବାଙ୍କ ସାକ୍ଷୀଙ୍କୁ ବହୁତ ଖୁସି ଲାଗିବ ।