୧୩-୧୯ ଜୁଲାଇ

ଯାତ୍ରା ପୁସ୍ତକ ୮-୯

୧୩-୧୯ ଜୁଲାଇ
  • ଗୀତ ୧୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ଯେତେବେଳେ ବ୍ୟକ୍ତି ଜଣକ କଥାବାର୍ତ୍ତା ରୋକିବାକୁ ଚେଷ୍ଟା କଲେ, ପ୍ରଚାରକ କʼଣ କଲେ ? ଯଦି ଆପଣ ସେହି ପ୍ରଚାରକଙ୍କ ଜାଗାରେ ଥାʼନ୍ତେ, ତେବେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ବିଷୟରେ କିପରି କହନ୍ତେ ?

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୬)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୩)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ପ୍ରକାଶନ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ