୨୦୨୨ ପ୍ରକୃତ ଶାନ୍ତି ପାଆନ୍ତୁ ! ଅଧିବେଶନର କାର୍ଯ୍ୟକ୍ରମ

ଶୁକ୍ରବାର

ଶୁକ୍ରବାରର କାର୍ଯ୍ୟକ୍ରମ ଗୀତସଂହିତା ୨୯:⁠୧୧ ପଦ ଉପରେ ଆଧାରିତ​—‘ଯିହୋବା ଆପଣା ଲୋକମାନଙ୍କୁ ଶାନ୍ତି ଆଶୀର୍ବାଦ କରିବେ ।’

ଶନିବାର

ଶନିବାରର କାର୍ଯ୍ୟକ୍ରମ ୨ ପିତର ୩ :⁠୧୪ ପଦ ଉପରେ ଆଧାରିତ​—‘ତୁମ୍ଭେମାନେ ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ ।’

ରବିବାର

ରବିବାରର କାର୍ଯ୍ୟକ୍ରମ ରୋମୀୟ ୧୫:⁠୧୩ ପଦ ଉପରେ ଆଧାରିତ​—‘ସେହି ଆଶାର ଈଶ୍ୱର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ ।’

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଉପସ୍ଥିତ ସମସ୍ତଙ୍କ ପାଇଁ ଜରୁରୀ ସୂଚନା