ସଜାଗ ହୁଅ ! ସଂଖ୍ୟା ୧ ୨୦୧୯ | କʼଣ ଆମେ କେବେ ନିରାପଦ ଓ ସୁରକ୍ଷିତ ରହିପାରିବା ?

ଧ୍ୟାନ ଦିଅନ୍ତୁ ଯେ ଆଜି ଆମେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛୁ ଓ ଏହି ଦୁନିଆରେ ସୁରକ୍ଷା ଆଣିବା କାହିଁକି ଜରୁରୀ ।

ଆମ ସୁରକ୍ଷା ବିପଦରେ ଅଛି

ଆଜି ଆଗ ଅପେକ୍ଷା ଏପରି ବହୁତ କାରଣ ଅଛି ଯାହାଯୋଗୁଁ ଆମ ସୁରକ୍ଷା ବିପଦରେ ଅଛି । କʼଣ ଏହାର ସମାଧାନ ହୋଇପାରିବ ?

ସମସ୍ୟାଗୁଡ଼ିକୁ ପୂରାପୂରି କିପରି ଶେଷ କରିପାରିବା ?

ଦୁନିଆରେ ହେଉଥିବା ବଡ଼ ବଡ଼ ସମସ୍ୟାର କାରଣ ଅପରିପୂର୍ଣ୍ଣ ମଣିଷ ଅଟେ । କିଏ ଏହି ସମସ୍ୟାଗୁଡ଼ିକୁ ପୂରାପୂରି ଶେଷ କରିପାରିବ ?

ନୈତିକ ଶିକ୍ଷା

ପ୍ରକୃତ ଶାନ୍ତି ଓ ସୁରକ୍ଷା ପାଇଁ ଉଚ୍ଚ ନୈତିକ ସ୍ତର ରହିବା ଜରୁରୀ ।

ରିକାର୍ଡୋ ଓ ଆଣ୍ଡ୍ରେସଙ୍କ କାହାଣୀ

ପୂର୍ବେ ରିକାର୍ଡୋ ଓ ଆଣ୍ଡ୍ରେସ ଲୋକମାନଙ୍କୁ ଶାନ୍ତିରେ ବଞ୍ଚିବା ପାଇଁ ଦେଉ ନ ଥିଲେ । କିନ୍ତୁ ଏବେ ସେମାନେ ଆଗ ଭଳି କାମ କରନ୍ତି ନାହିଁ । ଜାଣନ୍ତୁ ଯେ ବାଇବଲ କିପରି ସେମାନଙ୍କର ଜୀବନ ବଦଳାଇଦେଲା ।

“ଶାନ୍ତିର ସୀମା ରହିବ ନାହିଁ”

ଈଶ୍ୱରଙ୍କ ରାଜ୍ୟ କʼଣ ?

ଈଶ୍ୱରଙ୍କ ରାଜ୍ୟରେ “ପ୍ରଚୁର ଶାନ୍ତି ହେବ”

ଯେବେ ଈଶ୍ୱରଙ୍କ ରାଜ୍ୟ ସାରାଦୁନିଆରେ ଶାସନ କରିବ, ତେବେ ଚାରିଆଡ଼େ ପ୍ରଚୁର ଶାନ୍ତି ହେବ ।

କʼଣ ଆପଣ କେବେ ଭାବିଛନ୍ତି ?

ବାଇବଲ ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର ଆପଣ କେଉଁଠୁ ପାଇବେ ?