इस जानकारी को छोड़ दें

୨୦୨୨ ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନ: ପ୍ରକୃତ ଶାନ୍ତି ପାଆନ୍ତୁ !

୨୦୨୨ ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନ: ପ୍ରକୃତ ଶାନ୍ତି ପାଆନ୍ତୁ !

ଅନେକ ସମସ୍ୟା ସତ୍ତ୍ୱେ କʼଣ ଆମେ ଆଜି ଶାନ୍ତି ପାଇପାରିବା ? ପ୍ରକୃତ ଶାନ୍ତି ପାଆନ୍ତୁ ! ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନରେ ଆମ ସହିତ ଯୋଗ ଦିଅନ୍ତୁ । ଏହି କାର୍ଯ୍ୟକ୍ରମରେ ଆପଣ ଜାଣିପାରିବେ ଯେ ଆପଣ ଆଜି ଓ ସବୁଦିନ ପାଇଁ ପ୍ରକୃତ ଶାନ୍ତି କିପରି ପାଇପାରିବେ ।