इस जानकारी को छोड़ दें

ଆପଣଙ୍କ ପିଲାଙ୍କୁ ଶିଖାନ୍ତୁ

ଏଥିରେ ଦିଆଯାଇଥିବା ବାଇବଲ କାହାଣୀଗୁଡ଼ିକ ସରଳ ଭାଷାରେ ଲେଖାଯାଇଛି, ଯାହାଫଳରେ ପିତାମାତା ପିଲାମାନଙ୍କୁ ବାଇବଲରୁ ଜରୁରୀ ଓ ମୂଲ୍ୟବାନ ଶିକ୍ଷା ଦେଇପାରିବେ। ଏଗୁଡ଼ିକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯେ ପିତାମାତା ପିଲାମାନଙ୍କ ସହିତ ମିଶି ଏଗୁଡ଼ିକୁ ପଢ଼ିପାରିବେ।