ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଜୁଲାଇ ୨୦୨୫
ଏହି ସଂଖ୍ୟାରେ ୧୫ ସେପ୍ଟେମ୍ବର–୧୨ ଅକ୍ଟୋବର, ୨୦୨୫ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୨୮
ଆମେ କାହିଁକି ଅନ୍ୟମାନଙ୍କଠାରୁ ପରାମର୍ଶ ନେବା ଉଚିତ୍ ?
୧୫-୨୧ ସେପ୍ଟେମ୍ବର, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୩୦
ମୌଳିକ ଶିକ୍ଷାଗୁଡ଼ିକରୁ ଶିଖନ୍ତୁ, ନୂଆ ନୂଆ କଥା
୨୯ ସେପ୍ଟେମ୍ବର–୫ ଅକ୍ଟୋବର, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୩୧
କʼଣ ଆପଣ ସନ୍ତୁଷ୍ଟ ରହିବା ପାଇଁ “ସୁଶିକ୍ଷିତ ?”
୬-୧୨ ଅକ୍ଟୋବର, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଜୀବନ କାହାଣୀ
‘ଯୁଦ୍ଧ ଯିହୋବାଙ୍କର’
ଭାଇ ଫିଲିପ୍ପ ବ୍ରମଲି ଗତ ୪୦ ବର୍ଷରୁ ବିଶ୍ୱ ମୁଖ୍ୟାଳୟର ଆଇନ ବିଭାଗରେ କାମ କରୁଛନ୍ତି । ତାଙ୍କୁ ସାରା ଦୁନିଆରେ ଥିବା ଶାଖା କାର୍ଯ୍ୟାଳୟ ସହ ମିଶି ଆଇନ ମାମଲାଗୁଡ଼ିକରେ କାମ କରିବା ପାଇଁ ଓ ବଡ଼ ଅଦାଲତଗୁଡ଼ିକରେ ଉଚ୍ଚ ଅଧିକାରୀମାନଙ୍କ ପାଖକୁ ଯିବା ପାଇଁ ସୁଯୋଗ ମିଳିଛି । ସେ କହନ୍ତି ଯେ ଏହି ଅନୁଭୂତିଗୁଡ଼ିକରୁ ତାଙ୍କୁ ଭରସା ହୋଇଗଲା ଯେ ସେ ନିଜ ଶକ୍ତିରୁ ନୁହେଁ, ବରଂ ଯିହୋବାଙ୍କ ଶକ୍ତିରୁ ଯେକୌଣସି ଲଢ଼େଇ ଜିତିପାରିବେ ।
କʼଣ ଆପଣ ଜାଣନ୍ତି ?
ପ୍ରଥମ ଶତାବ୍ଦୀର ମନ୍ଦିରରେ ଯେଉଁ ପଶୁଗୁଡ଼ିକର ବଳିଦାନ ଚଢ଼ା ଯାଉଥିଲା, ସେମାନଙ୍କର ରକ୍ତକୁ କʼଣ କରାଯାଉଥିଲା ?
ଅଧ୍ୟୟନ ପାଇଁ ପରାମର୍ଶ
ଆପଣ ଯାହା ଶିଖନ୍ତି, ତାହା ଅନ୍ୟମାନଙ୍କୁ କହନ୍ତୁ
ଶିଖିଥିବା କଥାଗୁଡ଼ିକୁ ଅନ୍ୟମାନଙ୍କୁ କହିଲେ ଆମ ପାଇଁ ସେହି କଥାଗୁଡ଼ିକୁ ମନେ ରଖିବା ସହଜ ହୁଏ ଏବଂ ସେହି ବିଷୟରେ ଆମର ଜ୍ଞାନ ବଢ଼େ ।