ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଏପ୍ରିଲ୍ ୨୦୨୫
ଏହି ସଂଖ୍ୟାରେ ୯ ଜୁନ୍–୧୩ ଜୁଲାଇ, ୨୦୨୫ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୧୪
‘ତୁମ୍ଭେମାନେ କାହାର ସେବା କରିବ, ତାହା ମନୋନୀତ କର’
୯-୧୫ ଜୁନ୍, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୧୫
‘ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋହର ମଙ୍ଗଳ’
୧୬-୨୨ ଜୁନ୍, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୧୮
ଯୁବା ଭାଇମାନେ, ମାର୍କ ଓ ତୀମଥିଙ୍କ ଭଳି ହୁଅନ୍ତୁ
୭-୧୩ ଜୁଲାଇ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ପାଇଁ ପରାମର୍ଶ
ଚିତ୍ରଗୁଡ଼ିକରୁ ଶିଖନ୍ତୁ
ଜାଣନ୍ତୁ ଯେ ଆମ ପ୍ରକାଶନଗୁଡ଼ିକରେ ଯେଉଁ ଚିତ୍ରଗୁଡ଼ିକ ଦିଆଯାଇଥାଏ, ସେଥିରୁ ଆପଣ କିପରି ମୁଖ୍ୟ କଥା ଜାଣିପାରିବେ ଓ ସେଗୁଡ଼ିକୁ ମନେ ରଖିପାରିବେ ।