ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକାରେ ସପ୍ତାହ ମଝିରେ ହେଉଥିବା ସଭାର ଓ ପ୍ରତି ସପ୍ତାହ ପଢ଼ାଯାଉଥିବା ବାଇବଲ ଅଧ୍ୟାୟଗୁଡ଼ିକର କାର୍ଯ୍ୟକ୍ରମ ଦିଆଯାଇଥାଏ । ଏହି ପୁସ୍ତିକାରେ ସଭାରେ ଆଲୋଚନା କରାଯାଉଥିବା ବିଷୟଗୁଡ଼ିକ ବି ଦିଆଯାଇଥାଏ । ଏହି ସଭାକୁ ଆସିବା ପାଇଁ କିଛି ବି ପଇସା ଦେବାକୁ ପଡ଼େ ନାହିଁ ଏବଂ ଏଥିରେ କେହି ବି ଆସିପାରିବେ ।

