ବାଇବଲର ମହତ୍ତ୍ୱପୂର୍ଣ୍ଣ ଶିକ୍ଷାଗୁଡ଼ିକ

କ’ଣ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଅଟନ୍ତି ?

ଓଡ଼ିଆ
କ’ଣ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଅଟନ୍ତି ?
https://cms-imgp.jw-cdn.org/img/p/1102020409/univ/art/1102020409_univ_sqr_xl.jpg
ebtv

କ’ଣ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଅଟନ୍ତି ?

କ’ଣ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଅଟନ୍ତି ?

ଅନେକ ଲୋକ ମାନନ୍ତି ଯେ ଯୀଶୁ ଜଣେ ଏପରି ବ୍ୟକ୍ତି ଥିଲେ, ଯାହାଙ୍କର ମଣିଷମାନଙ୍କ ଉପରେ ଗଭୀର ପ୍ରଭାବ ପଡ଼ିଲା । କିନ୍ତୁ କʼଣ ସେ ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି ନା କେବଳ ଜଣେ ଭଲ ମଣିଷ ଥିଲେ ?